ତାରା ଓ ତାରିଣୀ ଦୁହେଁ ପରସ୍ପରକୁ ବଞ୍ଚେଇବା ପାଇଁ ରଣବୀର୍ ହତ୍ୟାର ଦୋଷ ନିଜ ଉପରକୁ ନେଇଯାନ୍ତି.. ମୋହିନୀ ଦୁଇ ଭଉଣୀଙ୍କ ବିରୁଦ୍ଧରେ ଅଭିଯୋଗ କରେ.. ଏବେ ତାରା ଓ ତାରିଣୀ କେମିତି ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବେ.. ?