Tarini Akhira Tara
403 Views
Dec 31 1969
00:21:52
5
5
ଗୋଟେପଟେ ରୂପମ୍ ନିଜ ଅତୀତକୁ ମନେ ପକେଇବାକୁ ଚେଷ୍ଟା କରେ ଏବଂ ଜାଣିବାକୁ ଚାହେଁ ସେ ହସ୍ପିଟାଲ୍ କୁ କେମିତି ଆସିଛି..କନିକା ଓ ରୂପମ୍ ଗୋଟେ ହସ୍ପିଟାଲରେ ଥାଇ ମଧ୍ୟ କେହି କାହାକୁ ଦେଖିପାରନ୍ତିନି.. ସେପଟେ ତରୁଣ ତାରା କଥା ମନେ ପକେଇ କଷ୍ଟ ପାଏ ଏବଂ ନିଷ୍ପତ୍ତି ନିଏ ସେ ତାରାର ସାଥ୍ ଛାଡିବନି.. ତାରିଣୀ ତ୍ରୀଶାକୁ ସନ୍ଦେହ କରେ ଏବଂ ସତ ଜାଣିବାକୁ ଚେଷ୍ଟା କରେ.. କ’ଣ ତାରିଣୀର ସନ୍ଦେହ ସତ ହେବ.. ସେ ତ୍ରୀଶା ବିରୁଦ୍ଧରେ ପ୍ରମାଣ ପାଇବ ?
Share