Tarini Akhira Tara
44 Views
Dec 31 1969
00:22:47
5

ତାରିଣୀର ନିଷ୍ପତ୍ତି ଶୁଣି ପୁରା ପରିବାର ଆଶ୍ଚର୍ଯ୍ୟ ହେଉଥିବା ବେଳେ ମୋହିନୀ ତାରିଣୀ ଉପରେ ରାଗିଯାଏ... ଏବଂ ଏ ନିଷ୍ପତ୍ତି କୁ ସେ କେବେ ବି ମାନିବନି ବୋଲି କହେ.. ହେଲେ ତୁଶାର ମଧ୍ୟ ତାରିଣୀର ସାଥ୍ ଦିଏ.. ତାରାକୁ ବଂଚେଇବା ପାଇଁ ତୁଶାର ତାରିଣୀଙ୍କ ଏ ପ୍ରୟାସ କ’ଣ ସଫଳ ହେଇପାରିବ.. ?
Share