Tarini Akhira Tara
100 Views
Dec 31 1969
00:21:47
5

ବିର୍ ଓ ଅନ୍ୟମାନେ ତାରାକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ତ୍ରୀଶା ଏ ସବୁକୁ ନଷ୍ଟ କରିବାକୁ ଚିନ୍ତା କରେ.. ସେପଟେ ମୋହିନୀ ଓ ଯୋଗେଶ ତାରା ଓ ତରୁଣଙ୍କୁ ଏକାଠି କରିବା ପାଇଁ କନିକାକୁ ଅନୁରୋଧ କରନ୍ତି.. କନିକା ମଧ୍ୟ ସେମାନଙ୍କ ପ୍ରସ୍ତାବରେ ରାଜି ହେଇଯାଏ.. ସବୁ ବାଧା ବିଘ୍ନକୁ ଏଡାଇ ତାରା ନିଜ ଭଲ ପାଇବାକୁ ଆପଣେଇନିଏ ଏବଂ ତାରା ଓ ତରୁଣ ଏକାଠି ହୁଅନ୍ତି..
Share