Tarini Akhira Tara
134 Views
Dec 31 1969
00:22:38
5

ରଣବୀର୍ ତାରାକୁ ଦେଖି ତାର ଫାଇଦା ଉଠେଇବାକୁ ଚେଷ୍ଟା କରେ.. ହେଲେ ଠିକ୍ ସମୟରେ ତାରିଣୀ ପହଁଚି ସେଠି ରଣବୀର୍ କୁ ଅଟକାଏ.. ସେପଟେ ତୁଶାର ରୁକ୍ମିଣୀକୁ ବୁଝାଏ ରିପୋର୍ଟ ଆସିବା ପରେ ହିଁ ଆମେ କିଛି କରିପାରିବା..ତ୍ରୀଶା ଆସେ ଏବଂ କହେ ସେ ତରୁଣ ଓ ପଟ୍ଟନାୟକ ପରିବାର ଠାରୁ ପ୍ରତିଶୋଧ ନେବ.. କ’ଣ ତ୍ରୀଶାର ଉଦେଶ୍ୟ ପୁରା ହେଇପାରିବ.. ?
Share