Tarini Akhira Tara
11 Views
Dec 31 1969
00:21:08
5

ତ୍ରୀଶା ତରୁଣ ସହ ଝଗଡା କରି Accident କରିଦିଏ ହେଲେ ତରୁଣ ତ୍ରୀଶାକୁ ରକ୍ଷା କରେ...ସେପଟେ ତାରା ଯୋଗେଶକୁ କହେ ତରୁଣର ବାହାଘର କରିଦେଲେ ତରୁଣ ବଦଳିଯିବ...ଯୋଗେଶ ମଧ୍ୟ ତାରାର କଥାରେ ରାଜିହେଇଯାନ୍ତି..କଣ ତାରାର ଏ ପ୍ଲାନ୍ ତରୁଣ ଜୀବନକୁ ବଦଳାଇଦେବ ?
Share