ତୁଶାର ଓ ତରୁଣ ରଣବୀର୍ କୁ ଘରକୁ ଫେରେଇ ଆଣନ୍ତି.. ରଣବୀର୍ କୁ ଦେଖି ମୋହିନୀ ଖୁସି ହେବା ସହିତ ଅତୀତରେ ସେ କରିଥିବା ଭୁଲ ପାଇଁ ରଣବୀର୍ କୁ କ୍ଷମା ମାଗେ.. ରଣବୀର୍ ମୋହିନୀକୁ ଆପଣେଇବା ସହିତ ତାକୁ କ୍ଷମା କରିଦିଏ.. ସେପଟେ ଯୋଗେସ ରଣବୀର୍ କୁ ନେଇ ସନ୍ଦେହ କରୁଥିବା ବେଳେ ତାରା, ତାରିଣୀ, ତୁଶାର, ତରୁଣ ଯୋଗେଶକୁ ଅନୁରୋଧ କରନ୍ତି ରଣବୀର୍ କୁ ଆପଣେଇ ନବା ପାଇଁ.. କଣ ଯୋଗେଶ ମନରୁ ସବୁ ସନ୍ଦେହକୁ ଦୂର କରି ରଣବୀର୍ କୁ ଆପଣେଇ ପାରିବ..