Tarini Akhira Tara
337 Views
Dec 31 1969
00:22:59
5
5
କନିକା ତାରିଣୀ ର ନିଷ୍ପତି କୁ ବିରୋଧ କଲା ବେଳେ, ତାରିଣୀ ସମସ୍ତଙ୍କୁ ଅନୁରୋଧ କରେ ତାରାର ଜୀବନ ରକ୍ଷା କରିବା ପାଇଁ ତାକୁ ଅନୁମତି ଦବାକୁ.. ସେପଟେ ତାରା ଓ ତରୁଣ ତାଙ୍କ ଭବିଷ୍ୟତ କଥା ଭାବି ଟିକେ ମନ ଖରାପ କରନ୍ତି ହେଲେ ତାରା ତରୁଣକୁ କଥା ଦିଏ ଆଗକୁ ସେ ତା ସହିତ ସବୁବେଳେ ରହିବ.. ସେପଟେ ତୁଶାର ତାରିଣୀକୁ ତା ବ୍ୟବହାର ପାଇଁ କ୍ଷମା ମାଗିବା ସହ ତାରିଣୀକୁ କହେ ସେ ତା ନିଷ୍ପତ୍ତିକୁ ମାନିନେବ..
Share