ତୁଷାର ଓ ତରୁଣ ତାରିଣୀ ସାମ୍ନାରେ ତାରା ଘରକୁ ଯାଇନଥିବା କଥା ଲୁଚାନ୍ତି..ସେପଟେ ତାରା, ତା ପାଇଁ ଯେମିତି ତାରିଣୀ ପରିବାରରେ କିଛି ଅସୁବିଧା ନ ହଉ ସେଥିପାଇଁ ଚିନ୍ତାରେ ପଡିଯାଏ..