Tarini Akhira Tara
8 Views
Dec 31 1969
00:22:39
5

ତାରା, ତରୁଣ ଓ ରଣବୀର୍ ଡିନର୍ ପାଇଁ ଯାଇଥିବା ବେଳେ ସେଠି ଆକ୍ସିଡେଂଟ୍ ରେ ତାରା ପାଣିରେ ପଡିଯାଏ.. ତାରିଣୀ ଓ ପରିବାର ଲୋକ କନିକାର ଆକ୍ସିଡେଂଟ୍ କଥା ଶୁଣି ବହୁତ ବ୍ୟସ୍ତ ଥିବା ବେଳେ ତାରା, ତରୁଣ ଓ ରଣବୀର୍ କୁ ଓଦା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି.. ସେପଟେ ମୋହିନୀ ଏ ସବୁ ପାଇଁ ତାରାକୁ ଦୋଷ ଦିଏ..
Share