Tarini Akhira Tara
58 Views
Dec 31 1969
00:20:35
5

ପୁରା ପଟ୍ଟନାୟକ ପରିବାର ମା ଦୁର୍ଗୀଙ୍କ ପୂଜାରେ ବ୍ୟସ୍ତ ଥିବା ବେଳେ ତ୍ରୀଶା ତରୁ ସହ ଦେଖା କରିବାକୁ ପୂଜାରେ ପହଞ୍ଚେ...ହେଲେ ବାରମ୍ବାର ଚେଷ୍ଟା କରି ମଧ୍ୟ ତରୁଣ ସହ ତ୍ରୀଶା କଥା ହେଇପାରେନି...କ’ଣ ତରୁଣ ତ୍ରୀଶାର ଉପସ୍ଥିତିକୁ ଜାଣିପାରିବ..?
Share