Tarini Akhira Tara
33 Views
Dec 31 1969
00:21:24
5

ତରୁଣ, ତୁଶାର ଓ ପୁରା ପରିବାର ମିଶି ରାକେଶର ଗୋଡାଉନ୍ ପୁଣିଥରେ ସଜାନ୍ତି..ତରୁଣ ଓ ତୁଶାର ପ୍ଲାନ୍ କରନ୍ତି ତାରାକୁ ମନେଇବାକୁ ହେଲେ ତାରିଣୀଙ୍କୁ ନେଇ କିଛି କରିବାକୁ ପଡିବ...ଏବଂ ସେଥିପାଇଁ ତୁଶାର ଓ ତାରିଣୀଙ୍କ ଭିତରେ ଝଗଡା ହୁଏ..କଣ ତରୁଣ ଓ ତୁଶାରଙ୍କ ଯୋଜନା ସଫଳ ହେବ..?
Share