ମୋହିନୀ କଥାକୁ ନେଇ ତାରା ମନ ଖରାପ କରିଥିବା ବେଳେ ତରୁଣ ତାରାକୁ ବୁଝାଏ.. ଏବଂ ସେ କେମିତି ସମସ୍ତଙ୍କ ମନ କିଣିପାରିବ ତା ବିଷୟରେ କୁହେ.. ହେଲେ ତାରା ରୁମ୍ କୁ ହଠାତ୍ ରଣବୀର୍ ପଶିଆସେ.. ଯାହା ଦେଖି ତାରା ଓ ତରୁଣ ରାଗିଯାନ୍ତି.. ସେପଟେ ରଣବୀର୍ ମୋହିନୀ ମନରେ ରୁକ୍ମିଣୀ ପାଇଁ କିଛି ଭୁଲ ଧାରଣା ସୃଷ୍ଟି କରାଏ.. ଏ ସବୁ ପଛରେ କ’ଣ ରହିଛି ରଣବୀର୍ ର ଉଦେଶ୍ୟ.. ?