Tarini Akhira Tara
220 Views
Dec 31 1969
00:23:05
5
5
ରୂପମ୍ ତାରାକୁ କହେ ସେ ହସ୍ପିଟାଲ୍ ରେ ଏବେ କାମ କରିବ ତା ସହିତ ନିଜ ପରିବାର ଲୋକଙ୍କୁ ଖୋଜିବ.. ସେପଟେ ତାରିଣୀ ତାରାର ନୂଆ ଫ୍ରେଣ୍ଡ୍ କଥା ଶୁଣି ଟିକେ ଚିନ୍ତାରେ ପଡିଯାଏ ହେଲେ ସେ ରୂପମ୍ କୁ ଦେଖିବା ପୂର୍ବରୁ ରୂପମ୍ ଘରୁ ଚାଲିଯାଇ ଥାଏ.. ପରେ ତରୁଣ ତାରାକୁ କୁହେ ସେ ତା ସାଥ୍ କେବେ ବି ଛାଡିବନି.. ହେଲେ କ’ଣ ରୂପମ୍ ତା ପରିବାର ଲୋକଙ୍କ ପାଖରେ ପହଂଚିପାରିବ ?
Share