Tarini Akhira Tara
86 Views
Dec 31 1969
00:23:03
5

କନିକା ଓ ପରିବାର ଲୋକ ତାରିଣୀ ପାଖକୁ ତାରାର Cancer କଥା ଲୁଚେଇବାକୁ ଚେଷ୍ଟା କରନ୍ତି..ହେଲେ ତାରିଣୀ ମହେଶକୁ ଦେଖି ସନ୍ଦେହ କରେ.. ସେପଟେ ତୁଶାର ତରୁଣକୁ କହେ ତାରାକୁ ନିଜ ମନ କଥା କହି ଏ ସବୁ ନାଟକ ଶେଷ କରିବାକୁ.. କଣ ତରୁଣ ତାରା ସାମ୍ନାରେ ନିଜ ମନ କଥା କହିପାରିବ...?
Share