Tarini Akhira Tara
60 Views
Dec 31 1969
00:23:03
5

ଡକ୍ଟରଙ୍କ କଥା ଶୁଣିବା ପରେ ପୁରା ପରିବାର ଚିନ୍ତାରେ ପଡିଯାନ୍ତି.. ସେପଟେ ତାରିଣୀ ସ୍ଥିର କରେ ସେ ହିଁ ତାରାର ଜୀବନ ବଂଚେଇବ ହେଲେ କନିକା ତାକୁ ମନା କରେ.. ମୋହିନୀ ଓ ଯୋଗେଶ ତ୍ରୀଶା ପାଇଁ ଚିନ୍ତାରେ ଥିବା ବେଳେ ମୋହିନୀ କହେ ସେ ତ୍ରୀଶାକୁ ବୁଝେଇବ.. ହେଲେ କ’ଣ ମୋହିନୀ ଜାଣିପାରିବ ତ୍ରୀଶାର ପ୍ରକୃତ ଉଦେଶ୍ୟ ?
Share