ଗୋଟେପଟେ ତାରାର Treatment ଭଲରେ ଭଲରେ ହେଇଯାଇଥିବା ବେଳେ ଅନ୍ୟପଟେ ରୂପମ୍ ସମସ୍ତଙ୍କୁ ଛାଡ ସବୁଦିନ ପାଇଁ ଚାଲିଯାଏ.. ରୂପମ୍ ର ଏମିତି Death ତାରା ଗ୍ରହଣ କରିପାରେନି.. ସେପଟେ ପୁରା ପରିବାର ରୂପମ୍ ପାଇଁ ଦୁଃଖି ଥିବା ବେଳେ ତାରା ଓ ତାରିଣୀ ପୁଣିଥରେ ଏକା ହେଇଯାନ୍ତି..