Tarini Akhira Tara
415 Views
Dec 31 1969
00:22:38
5
5
ରୂପମ୍ ଓ ତାରିଣୀ ଦୁହେଁ ଦୁହିଙ୍କ ସହିତ ନିଜ ନିଜର କଷ୍ଟକୁ ବାଣ୍ଟନ୍ତି ହେଲେ ଦୁହିଙ୍କ ଭିତରେ ଥିବା ସଂପର୍କ କେହି ବି ଜାଣିପାରନ୍ତିନି.. ସେପଟେ ତୁଶାର ଡକ୍ଟରଙ୍କୁ କହେ ତାରିଣୀ ନିଷ୍ପତ୍ତି ନେଇଛି ତାରାକୁ ସେ ହିଁ ବ୍ଲଡ୍ ଦବ.. ସେଥିପାଇଁ ତାରାର ଶେଷଥର କେମୋ ଆରମ୍ଭ ହୁଏ.. ତରୁଣ ସହ ରୂପମ୍ ର ଦେଖା ସାକ୍ଷାତ୍ ହୁଏ ଯୋଉଥିପାଇଁ ରୂପମ୍ ତାରା ନାଁକୁ ନେଇ ନିଜ ଅତୀତ କଥା ଭାବେ ଏବଂ ସନ୍ଦେହ କରେ ବୋଧେ ତାରା ହିଁ ତା ଝିଅ.. କ’ଣ ତାରା ସହ ତା ସଂପର୍କର ସତକୁ ଜାଣିପାରିବ ରୂପମ୍.. ?
Share