Tarini Akhira Tara
43 Views
Dec 31 1969
00:21:39
5

ତାରିଣୀ ତୁଶାରକୁ କହେ ସେ ପରିବାର ଲୋକଙ୍କ ସହ କଥା ହଉ ତରୁଣ ଓ ତାରାର ବିବାହ ବିଷୟରେ.. ତ୍ରୀଶା ଏ କଥା ଶୁଣିବା ପରେ ମୋହିନୀ ସାମ୍ନାରେ ନାଟକ କରେ ଏବଂ ତରୁଣକୁ ବୁଝେଇବାକୁ ଚେଷ୍ଟା କରେ.. ପରେ ମୋହିନୀ ନିଷ୍ପତ୍ତି ନିଏ ସେ ତରୁଣ ଓ ତ୍ରୀଶାର ବିବାହ ବିଷୟରେ ସମସ୍ତଙ୍କୁ ଜଣେଇବ.. କଣ ତ୍ରୀଶାର ଏ ଯୋଜନାରେ ଫସିଯିବ ପୁରା ପଟ୍ଟନାୟକ ପରିବାର..?
Share