Tarini Akhira Tara
332 Views
Dec 31 1969
00:21:54
5
5
ତାରା, ତରୁଣ ପାଇଁ କେକ୍ ବନେଇକି ନିଏ ହେଲେ ତରୁଣ ତାରାକୁ କଷ୍ଟ ଦବା ପାଇଁ ଚେଷ୍ଟା କରେ ଏବଂ ତାରାକୁ କହେ ତା ନିର୍ବନ୍ଧନରେ ନାଚିବାକୁ.. ସେପଟେ ତ୍ରୀଶା ତାରିଣୀକୁ ହଇରାଣ କରିବା ପାଇଁ ଚେଷ୍ଟା କରେ ହେଲେ ତାରିଣୀ ତ୍ରୀଶାକୁ ଜବାବ୍ ଦିଏ.. ତରୁଣ ପୂଜାରେ ସମସ୍ତଙ୍କୁ ଦେଖେ ହେଲେ ତାରାକୁ ନ ପାଇ ସେ ଚିନ୍ତାରେ ପଡିଯାଏ.. କ’ଣ ତାରା ତରୁଣର କଥାକୁ ମାନିନେବ ?
Share