ତରୁଣ ମଧ୍ୟ ତାରାର ଏମିତି ବ୍ୟବହାର ପାଇଁ ତାରାକୁ ଭୁଲ ବୁଝେ.. କିନ୍ତୁ ଶେଷରେ ତାରା ତରୁଣକୁ ଜଣାଏ ତାକୁ କ୍ୟାନସର ହେଇଛି.. ତାରାର ସତ ଜାଣିବା ପରେ ତରୁଣ ଏକଦମ ଭାଙ୍ଗିପଡେ..ହେଲେ ତାରା ମନା କରେ ତୁଶାର ସାମ୍ନାରେ କିଛି ବି କହିବାକୁ.. ସେପଟେ ତୁଶାର ସ୍ଥିର କରେ ତାରିଣୀକୁ ଘରକୁ ନେଇଯିବ ଏବଂ ତାରା ଠାରୁ ତାକୁ ଦୂରେଇ ରଖିବ..