ତାରା ତରୁଣର ଚ୍ୟାଲେଞ୍ଜ ପୁରା କରିବା ପାଇଁ ନିର୍ବନ୍ଧରେ ନିଜେ ନାଚିବା ସହ ସମସ୍ତଙ୍କୁ ନଚାଏ.. ପରେ ତରୁଣ ଏ ନିର୍ବନ୍ଧକୁ ଅଟକେଇବା ପାଇଁ ନିଜ ହାତକୁ ପୋଡିଦିଏ.. ହେଲେ ତ୍ରୀଶାର ଷଡଯନ୍ତ୍ର ସଫଳ ହୁଏ ତରୁଣ ସହ ତ୍ରୀସାର ନିର୍ବନ୍ଧ ହେଇଯାଏ..କ’ଣ ତାରା ତରୁଣକୁ ଭୁଲିପାରିବ..?