ତାରିଣୀ,ତୁଷାର ତାରାକୁ ଦେଖା କରିବାକୁ ଯୋଜନା କରନ୍ତି..ଯୋଗେଶ ଓ ପ୍ରତାପ ମଧ୍ୟ ସେମାନଙ୍କ ସହିତ ଯିବା ପାଇଁ ପ୍ଲାନ୍ ବନାନ୍ତି..ମୋହିନୀ ଏ ନିଷ୍ପତ୍ତିରେ ଖୁସି ନଥିଲେ ବି ସେ ବାଧ୍ୟ ହେଇ ଚୁପ୍ ରୁହେ... ଅନ୍ୟପଟେ ତାରିଣୀ ଓ ପଟ୍ଟନାୟକ ପରିବାରକୁ ନିଜ ଘରେ ଦେଖି କନିକା ଓ ଅନ୍ୟମାନେ ବହୁତ୍ ଖୁସି ହୁଅନ୍ତି...