ତାରା ଓ ତରୁଣଙ୍କ ଭୁଲ୍ ପାଇଁ ମୋହିନୀ ତୁଷାର ଉପରେ ରାଗିଯାଏ..ତାରା ମୋହିନୀ ଓ ତୁଷାରକୁ ଏକାଠି କରିବା ପାଇଁ ପ୍ଲାନ୍ ବନାଏ ହେଲେ ମୋହିନୀ ତାରାର ବ୍ୟବହାରରେ ଆହୁରି ରାଗିଯାଏ..କ’ଣ ତାରା ତୁଷାର ଓ ମୋହିନୀ ଭିତରେ ଥିବା ଭୁଲ୍ ବୁଝାମଣାକୁ ଦୂର କରିପାରିବ ?