ରୁକ୍ମିଣୀର କଥାକୁ ଭୁଲ ବୁଝି ମୋହିନୀ ତାକୁ ବହୁତ ଗାଳି କରେ.. ପରେ ପୁରା ପରିବାର ରଣବୀର୍ ର DNA test କରିବାକୁ ନିଷ୍ପତ୍ତି ନିଅନ୍ତି.. ମୋହିନୀ ରାଗରେ ଏ ନିଷ୍ପତ୍ତିକୁ ମାନିନିଏ.. ସେପଟେ ତୁଶାର ଜାଣିପାରେ ରଣବୀର୍. ବ୍ରିଜେସ୍ କୁ ନେଇ ପୁରା ପରିବାରକୁ ମିଛ କହିଛି.. କ’ଣ ତୁଶାର ପୁରା ପରିବାର ସାମ୍ନାକୁ ଆଣିପାରିବ ରଣବୀର୍ ର ସତ.. ?