Tarini Akhira Tara
46 Views
Dec 31 1969
00:22:17
5

ତୁଶାର ସାମ୍ନାରେ ତାରାର ରିପୋର୍ଟ କୁ ନେଇ ସବୁ ସତ କହିଦିଏ ତରୁଣ..ଏବଂ ସେମାନେ ସ୍ଥିର କରନ୍ତି ତାରିଣୀ ଓ ପରିବାର ଲୋକଙ୍କ ଠାରୁ ଏ ସବୁ କଥା ଲୁଚେଇ ରଖିବ.. ତରୁଣର ତାରା ପାଇଁ ଏତେ ଚିନ୍ତା କରିବା ଏବଂ ମୋହିନୀକୁ ରାଗିକି ଖରାପ ବ୍ୟବହାର ଦେଖାଇବା ପୁରା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗେ...ପରେ ରୁକ୍ମିଣୀକୁ ତରୁଣ ପ୍ରକୃତ ସତ କହେ...
Share