Tarini Akhira Tara
314 Views
Dec 31 1969
00:21:16
5
5
ତ୍ରୀଶା ଉପରେ ପୁରା ପଟ୍ଟନାୟକ ପରିବାର ଖୁସି ଥିବା ବେଳେ ତୁଷାର ସାମ୍ନାରେ ତ୍ରୀଶାର ମିଛ ଧରାପଡିଯାଏ...ତୁଷାର ତ୍ରୀଶା ହୋଟେଲ୍ ରୁ ଖାଇବା ମଗେଇଥିବା ପୁରା ପରିବାରକୁ ଜଣେଇବାକୁ ଚେଷ୍ଟା କରେ ହେଲେ କହିପାରେନାହିଁ..ପରେ ତାରିଣୀ ସହ କଥା ହେବା ପେରେ ସେ ସ୍ଥିର କରେ ତ୍ରୀଶା ବିଷୟରେ କାହା ଆଗରେ କିଛି ବି କହିବନି...
Share