Tarini Akhira Tara
35 Views
Dec 31 1969
00:20:42
5

ତାରା ଠିକ୍ ଟାଇମ୍ ରେ ଷ୍ଟେସନ୍ ରେ ପହଞ୍ଚି ନ ପାରିବାରୁ ଟ୍ରେନ୍ ଚାଲିଯାଏ ଏବଂ ଯାହାପାଇଁ ତାରାକୁ ପୁଣିଥରେ ତରୁଣ ଘରକୁ ଫେରିବାକୁ ପଡେ..ସେପଟେ ତୁଷାର ତାରାକଥା ତାରିଣୀ ସାମ୍ନାରେ କହେନାହିଁ..କ’ଣ ତାରା ପୁଣିଥରେ ଫେରିଆସିବା ତାରିଣୀ ପାଇଁ କିଛି ବିପଦ ଆଣିଦେବ ?
Share