ଗୋଟେପଟେ ରୂପମ୍ ନିଜ ପରିବାର ପାଖକୁ ଫେରିବାର ପ୍ରୟାସ କରୁଥିବା ବେଳେ କନିକା ରୂପମକୁ କେବେ କ୍ଷମା କରିବନି ବୋଲି ମୋହିନୀ ଓ ରୁକ୍ମିଣୀକୁ କହେ..ସେପଟେ ତାରା ପରିବାର ସାମ୍ନାରେ କେମିତି ତରୁଣ ସହ ତା ସଂପର୍କର ସତ କହିବ ସେଥିପାଇଁ ଚିନ୍ତାରେ ଥାଏ..ରୂପମ୍ ତାରାକୁ ଦେଖା କରିବାକୁ ଚାହେଁ…କଣ ରୂପମ୍, ତାରା ଓ ତାରଣୀଙ୍କୁ ଚିହ୍ନି ପାରିବ.. ?