Tarini Akhira Tara
44 Views
Dec 31 1969
00:21:41
5

ରଣବୀର୍ ତାରା ମନରେ ତରୁଣ ପାଇଁ ଭୁଲ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରେ ହେଲେ ସେଥିରେ ସେ ହାରିଯାଏ ଯାହା ପାଇଁ ରଣବୀର୍ ଦୁହିଙ୍କୁ ଅଲଗା କରିବା ପାଇଁ ନୂଆ ଯୋଜନା ବନାଏ.. ସେପଟେ ପ୍ରତାପ ଓ ରୂପସୀକୁ ପରିବାର ବିରୁଦ୍ଧରେ କହିବା ସହିତ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟିକରିବାରେ ସଫଳ ହୁଏ ରଣବୀର୍.. ତୁଶାରକୁ ଡରେଇବା ସହ ନିଜର ଯୋଜନା ବିଷୟରେ କୁହନ୍ତି ତ୍ରୀଶା ଓ ଶଙ୍କର.. ଏବେ ତ୍ରୀଶା ପାଇଁ କ’ଣ ହେବ ତୁଶାରର ଆଗାମୀ ନିଷ୍ପତ୍ତି.. ?
Share