Tarini Akhira Tara
21 Views
Dec 31 1969
00:21:40
5

କନିକା ତାରିଣୀ ପାଖରେ ତାରାର ରୋଗ ବିଷୟରେ ଲୁଚେଇଥିବା ବେଳେ ହଠାତ୍ ତାରିଣୀ ପାଖକୁ ମହେଶର କଲ୍ ଆସିବାରୁ କନିକା ଡରିଯାଏ...ଏବଂ ମହେଶକୁ ଅନୁରୋଧ କରେ ତାରିଣୀକୁ ସତ ନ କହିବା ପାଇଁ ସେପଟେ ତରୁଣ ସାମ୍ନାରେ ଧରାପଡିଯାଏ ତ୍ରୀଶା ଓ ତାରାର ପ୍ଲାନ୍...କଣ ତାରା ତରୁଣକୁ ବୁଝେଇ ସବୁ ଭୁଲ ବୁଝାମଣାକୁ ଦୂର କରିପାରିବ...?
Share