Tarini Akhira Tara
312 Views
Dec 31 1969
00:22:35
5
5
ତାରିଣୀ ପୁରା ପରିବାର ସାମ୍ନାରେ କହେ ସେ ହିଁ ତାରାକୁ ବ୍ଲଡ୍ ଦବ ସେ ହିଁ ତାରାର ଡୋନର୍.. ସମସ୍ତଙ୍କୁ ସତ କଥା ଲୁଚେଇଥିବାରୁ ସେ କ୍ଷମା ମାଗେ.. ହେଲେ ମୋହିନୀ ତାରିଣୀକୁ ଗାଳି ଦେବା ସହ ରାଗରେ ଚାଲିଯାଏ..ସମସ୍ତେ ତାରିଣୀକୁ କୁହନ୍ତି ତାରା ସାମ୍ନାରେ ଏ ସତ କହିବା ପାଇଁ.. ସେପଟେ ତାରା, ତରୁଣକୁ ନିଜର ଶେଷ ଇଛା କହେ.. ଯାହାକୁ ତରୁଣ ପୁରା କରିବାକୁ ଚେଷ୍ଟା କରେ.. କ’ଣ ତାରିଣୀ ତାରାକୁ ସତ କଥା କହିପାରିବ.. ?
Share