Tarini Akhira Tara
92 Views
Dec 31 1969
00:21:45
5

ରୁକ୍ମିଣୀର ହୋସ୍ ନ ଆସିବାରୁ ସମସ୍ତେ ଚିନ୍ତାରେ ଥାନ୍ତି..ସେପଟେ ରଣବୀର୍ ତାରାକୁ ନେଇ ସ୍ୱପ୍ନ ଦେଖେ ଏବଂ ତାରାକୁ ନିଜର କରିବାକୁ ଚାହେଁ.. ସମସ୍ତଙ୍କ ନଜରରୁ ବଞ୍ଚି ରଣବୀର୍ ତାରା ରୁମ୍ କୁ ଯାଏ.. ପ୍ରତାପ ରଣବୀର୍ କୁ ତାରା ରୁମ୍ ରୁ ବାହାରୁଥିବାର ଦେଖି ରଣବୀର୍ କୁ ନେଇ ସନ୍ଦେହ କରେ.. କ’ଣ ପ୍ରତାପ ରଣବୀର୍ ର ଉଦେଶ୍ୟ ବିଷୟରେ ଜାଣିପାରିବ..?
Share