Tarini Akhira Tara
268 Views
Dec 31 1969
00:22:13
5
5
ତାରିଣୀର ନିଷ୍ପତ୍ତି ପାଇଁ ତୁଶାର ଚିନ୍ତାରେ ଥିବା ବେଳେ ତାରା, ସେମାନଙ୍କ ଝଗଡା ପାଇଁ ନିଜକୁ ଦୋଷ ଦିଏ ଏବଂ ତୁଶାରକୁ କୁହେ ତାରିଣୀକୁ ସବୁବେଳେ ଖୁସିରେ ରଖିବା ପାଇଁ ସେପଟେ ତାରିଣୀ କନିକାକୁ ତା ଶେଷ ନିଷ୍ପତ୍ତି ଜଣାଏ.. ଏବଂ ଯଦି ଦରକାର ପଡେ ସେ ତୁଶାରକୁ ଛାଡି ଚାଲିଯିବ ବୋଲି କୁହେ.. ତାରିଣୀର ନିଷ୍ପତ୍ତି କ’ଣ ଭାଙ୍ଗିଦେବ ତୁଶାର ସହ ତା ସଂପର୍କ ?
Share