Tarini Akhira Tara
395 Views
Dec 31 1969
00:22:45
5
5
ତାରା କୁ କଷ୍ଟରେ ଦେଖି ରଣବୀର୍ ସହିପାରେନି.. ଏବଂ ସେ ତାରାକୁ ସାହାଯ୍ୟ କରେ ସେପଟେ ତରୁଣ, ରଣବୀର୍ ଓ ତାରାକୁ ଏକାଠି ଦେଖି କିଛି ସମୟ ପାଇଁ ରାଗିଯାଏ କିନ୍ତୁ ପରେ ସେ ତାରାକୁ ଚିଡେଇବାକୁ ଚେଷ୍ଟା କରେ.. ତ୍ରୀଶା ରଣବୀର୍ କୁ ତା କାମ ଠିକ୍ ରେ କରିବାକୁ କହୁଥିବା ବେଳେ ରଣବୀର୍ ତ୍ରୀଶାର ବ୍ୟବହାରରେ ରାଗିଯାଏ.. ପରେ କିଛି ଭୁଲବୁଝାମଣା ପାଇଁ ମୋହିନୀ ରୁକ୍ମିଣୀ ଓ ତାରାକୁ ଗାଳିକରେ..
Share