Tarini Akhira Tara
62 Views
Dec 31 1969
00:22:17
5

ତୁଷାର ତାରିଣୀକୁ ତାରା ଉପରେ ନ ରାଗି କଥା ହବାକୁ କୁହେ..ହେଲେ ତାରିଣୀ ନିଜ ନିଷ୍ପତ୍ତିରେ ଅଟଳ ରହେ..ତରୁଣ ପ୍ରତାପକୁ ବୁଝାଏ ଲଢେଇ ଆଉଥରେ ଲଢିବାକୁ..ଅନ୍ୟପଟେ ତାରା ଘରକୁ ଫେରି ତାରିଣୀ ସହ ଘଟିଥିବା ଘଟଣା ବିଷୟରେ ନ କହିବାକୁ ସ୍ଥିର କରେ..କଣ କନିକା ଓ ପରିବାର ଜାଣିପାରିବେ ତାରା ଓ ତାରିଣୀଙ୍କ ସଂପର୍କରେ ଆସିଥିବା ଝଡ ବିଷୟରେ..
Share