ଯୋଗେଶ ତ୍ରୀଶାକୁ ପସନ୍ଦ କରନ୍ତିନି ଯାହା ପାଇଁ ତ୍ରୀଶାକୁ ବହୁତ ଖରାପ ଲାଗେ.. ତୁଷାର ମଧ୍ୟ ଖୁସି ହେଇଯାଏ କି ଯୋଗେଶ ତ୍ରୀଶାକୁ ପସନ୍ଦ କରୁନାହାନ୍ତି...ଅନ୍ୟପଟେ ତାରା ନିଜ Cancer କୁ ନେଇ ବହୁତ ଚିନ୍ତାରେ ପଡିଯାଏ..