Tarini Akhira Tara
338 Views
Dec 31 1969
00:21:33
5
5
ମୋହିନୀ ତ୍ରୀଶାକୁ କହେ ତରୁଣର ଇଛାରେ ହିଁ ଏ ବାହାଘର ସମ୍ଭବ ହେଇପାରିବ.. ସେପଟେ ଡକ୍ଟର ତାରିଣୀ ଓ ପରିବାର ଲୋକଙ୍କୁ ଜଣାନ୍ତି, ତାରିଣୀ ତାରାକୁ ରକ୍ତ ଦେଇପାରିବନି.. କାହିଁକି ନା ତାରିଣୀକୁ ରକ୍ତହିନତା ରୋଗ ଅଛି.. ଯଦି ତାରିଣୀ ସେମିତି କରେ ତାହାଲେ ସେ କେବେ ମା ହେଇପାରିବନି ଏବଂ ତା ନିଜ ଜୀବନ ମଧ୍ୟ ଯାଇପାରେ.. ତାରାର ଜୀବନ ରକ୍ଷା କରିବା ପାଇଁ ଏବେ କ’ଣ କରିବ ତାରିଣୀ.. ?
Share