Tarini Akhira Tara
35 Views
Dec 31 1969
00:21:45
5

ତାରା ଘରକୁ ଫେରିଆସିବା ପରେ ସମସ୍ତେ ଖୁସି ହୁଅନ୍ତି.. ତୁଶାର ଓ ଶ୍ରୀକାନ୍ତ ରଣବୀର୍ କୁ ସନ୍ଦେହ କରି ତାକୁ ପଚରା ଉଚରା କରନ୍ତି ଯାହା ପାଇଁ ମୋହିନୀ ରାଗିଯାଏ.. ସେପଟେ ତ୍ରୀଶା ଓ ଶଙ୍କର ରଣବୀର୍ କୁ କେମିତି ବାଟକୁ ଆଣିବେ ସେଥିପାଇଁ ଯୋଜନା କରୁଥାନ୍ତି.. ରଣବୀର୍ ବିଷୟରେ ପତା ଲଗେଇବାକୁ ତୁଶାର, ଶ୍ରୀକାନ୍ତକୁ କହେ.. କଣ ରଣବୀର୍ ର ଅତୀତ ବିଷୟରେ ତୁଶାର ଜାଣିପାରିବ.. ?
Share