Tarini Akhira Tara
62 Views
Dec 31 1969
00:21:53
5

ତରୁଣ ହାତ କଟିଯାଇଥିବା ଦେଖି ତାରା ସହିପାରେନି ସେ ତରୁଣ ହାତରେ ଔଷଧ ଲଗେଇବାକୁ ଚେଷ୍ଟା କରେ କିନ୍ତୁ ତରୁଣ ତାରାକୁ ରାଗରେ ନିଜ ପାଖରୁ ଦୂରେଇ ଦିଏ.. ସେପଟେ ତାରିଣୀକୁ ଧମକ ଦେବା ସହ ତ୍ରୀଶା ଆହୁରି କଷ୍ଟ ଦିଏ ଏବଂ ମୋହିନୀ ସାମ୍ନାରେ ତାରିଣୀକୁ ଭୁଲ ବୋଲି ପ୍ରେମାଣିତ କରେ.. କ’ଣ ତାରିଣୀ ତ୍ରୀଶାର ଅସଲ ଚେହେରା ମୋହିନୀ ସାମ୍ନାକୁ ଆଣିପାରିବ..?
Share