Tarini Akhira Tara
198 Views
Dec 31 1969
00:21:44
5
5
ରୁକ୍ମିଣୀ ସାମ୍ନାରେ ଧରାପଡିଯାଏ ରଣବୀର୍ ର ସତ.. ଏବଂ ଏ ସବୁ ପଛରେ ତ୍ରୀଶାର ହାତ ଥିବା ଜାଣିପାରେ ରୁକ୍ମିଣୀ.. ଏବଂ ସେ ହିଁ ମୋହିନୀର ଅତୀତର ସତକୁ ରଣବୀର୍ କୁ କହି ତାକୁ ଘରକୁ ପ୍ରତିଶୋଧ ପାଇଁ ପଠେଇଥିବା ରୁକ୍ମିଣୀ ସାମ୍ନାରେ କହେ ରଣବୀର୍.. ସେପଟେ ପୂଜାରେ ରଣବୀର୍ ନଥିବାରୁ ଚିନ୍ତାରେ ପଡିଯାଏ ମୋହିନୀ.. କଣ ରୁକ୍ମିଣୀ ପୁରା ପରିବାର ସାମ୍ନାରେ ରଣବୀର୍ ର ଅସଲ ମୁଖା ଖୋଲିପାରିବ.. ?
Share