Tarini Akhira Tara
26 Views
Dec 31 1969
00:22:08
5

ତରୁଣ ଓ ତ୍ରୀଶାର ନିର୍ବନ୍ଧ ପାଇଁ ଯୋଉ ମୁଦି ତରୁଣ ବାଛିଥାଏ ସେ ମୁଦି ତାରା ପାଖରେ ପହଂଚେ.. ଯାହାକୁ ଦେଖି ପୁରା ପରିବାର ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି.. ସେପଟେ ତ୍ରୀଶା ସମସ୍ତଙ୍କୁ କହେ ତାର ଓ ତରୁଣର ପ୍ରଥମ ଗୀତ ବହୁତ ଜଲଦି ରିଲିଜ୍ ହବ.. ତ୍ରୀଶା ଯୋଜନା କରି ତା party କୁ ତାରାକୁ ନିମନ୍ତ୍ରଣ କରେ.. କ’ଣ ତାରା ବୁଝିପାରିବ ତ୍ରୀଶାକ ପ୍ରକୃତ ଉଦେଶ୍ୟ..?
Share