ତାରିଣୀର ନିଷ୍ପତ୍ତି ଶୁଣି ତାରା ବହୁତ ରାଗିଯାଏ ଏବଂ ସେ ତାରିଣୀ ଓ ତୁଶାରକୁ ଅଟକେଇବା ସହ ଜିଦ୍ କରେ ଯେ ତାରିଣୀ ତାକୁ ବ୍ଲଡ୍ ଦବନାହିଁ..ହେଲେ ତାରିଣୀ ବି ତା ଜିଦ୍ ରେ ଥାଏ ଯେ ସେ ହିଁ ତାରାକୁ ବଂଚେଇବ.. ତରୁଣ ତାରିଣୀ ଓ ତୁଶାରର ନିଷ୍ପତ୍ତି ଜାଣିବା ପରେ ସେ ବି ତୁଶାରକୁ ବୁଝେଇବାକୁ ଚେଷ୍ଟା କରେ କିନ୍ତୁ ତୁଶାର ନିଜ ନିଷ୍ପତ୍ତିରେ ଅଟଳ ରହେ.. ଦୁଇ ଭଉଣୀଙ୍କ ଜୀଦ୍ ଏବେ କି ମୋଡ଼ ଆଣିବ କାହାଣୀରେ.. ?