ତୁଶାର ତାରିଣୀ ସହ ତାରାର ଦେଖା କରିଦିଏନି ଏବଂ ତାରିଣୀକୁ ଘରକୁ ନେଇଯାଏ.. ତାରା ତାରିଣୀକୁ ନ ଦେଖି ବହୁତ କାନ୍ଦେ.. ତରୁଣ ମହେଶ ଠାରୁ ତାରା ର ଅସୁସ୍ଥତା ବିଷୟରେ ଜାଣିବାକୁ ଚେଷ୍ଟା କରେ.. ଏବଂ ତାରାକୁ Treatment ପାଇଁ ପ୍ରସ୍ତୁତ କରେ.. କଣ ତରୁଣ ତାରାକୁ ତାରିଣୀ ସହ ଦେଖା କରେଇପାରିବ..?