Tarini Akhira Tara
219 Views
Dec 31 1969
00:22:33
5
5
ତୁଶାର ତାରିଣୀକୁ Hospital ନେଇକି ଆସେ.. ଡକ୍ଟର ତାରିଣୀର ଅପରେସନ୍ କରନ୍ତି ଏବଂ ତାରିଣୀକୁ ରକ୍ତ ଦରକାର ବୋଲି କୁହନ୍ତି.. କିନ୍ତୁ ଚାରିଆଡେ ଖୋଜିବା ପରେ ବି ରକ୍ତ ମିଳେନି.. ହେଲେ ତୁଶାର ତାରାକୁ ରକ୍ତ ଦବାକୁ କହେ କିନ୍ତୁ ତାରା ସମସ୍ତଙ୍କ ସାମ୍ନାରେ ତାରିଣୀକୁ ରକ୍ତ ଦବା ପାଇଁ ମନା କରିଦିଏ.. କଣ ତାରାର ମନା କରିବା ପଛର କାରଣ ଜାଣିପାରିବ ତୁଶାର..?
Share