ତାରା ଛାତରୁ ତଳକୁ ପଡିବା ଆଗରୁ ତରୁଣ ତାକୁ ଧରିନିଏ.. ପରେ ତାରିଣୀ ତାରାକୁ ମାରିବା ସହିତ ବୁଝାଏ.. ତାରା କାନ୍ଦିବା ଦେଖି ସମସ୍ତେ ଆହୁରି ଦୁଃଖି ହେଇଯାନ୍ତି.. ସେପଟେ ତାରା ରୂପମ୍ ର ମୃତ୍ୟୁ ପାଇଁ ନିଜକୁ ଦୋଷ ଦିଏ..