ପୁରା ପରିବାର ରଣବୀର୍ କୁ ନେଇ ସନ୍ଦେହରେ ଥିବା ବେଳେ ରୁକ୍ମିଣୀ ମୋହିନୀର ଅତିତ କଥା ତୁଶାର ଓ ତାରିଣୀଙ୍କୁ ଜଣାଏ.. ଯୋଗେଶ ନିଜ ଭୁଲ ପାଇଁ ମୋହିନୀକୁ କ୍ଷମା ମାଗନ୍ତି ହେଲେ ମୋହିନୀ ଯୋଗେଶ ସହ କଥା ହେବାକୁ ମନା କରିଦିଏ.. କ’ଣ ମୋହିନୀ ଓ ଯୋଗେଶ ଭିତରେ ହେଇଥିବା ଏ ମତାନ୍ତ୍ରରର ସମାଧାନ ହେଇପାରିବ.. ?