Tarini Akhira Tara
42 Views
Dec 31 1969
00:22:41
5

ତୁଶାର ରଣବୀର୍ ର ସତ ଜାଣିବା ପରେ ପରିବାର ସଦସ୍ୟଙ୍କୁ କହିବାକୁ ଚାହେଁ ହେଲେ କାଳେ ମୋହିନୀ ଏ ସବୁ ଶୁଣି କିଛି ଭୁଲ ନିଷ୍ପତ୍ତି ନେଇଯିବ ସେ ଭୟରେ ତୁଶାର ଅଟକି ଯାଏ.. ସେପଟେ ଯୋଗେଶ କୁହନ୍ତି ରଣବୀର୍ ର DNA test report ଆସିବା ପରେ ହିଁ ସବୁ ସତ ସାମ୍ନାକୁ ଆସିବ ଆଉ ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହବ.. କ’ଣ ଏ report ପଟ୍ଟନାୟକ ପରିବାର ସାମ୍ନାକୁ ଆଣିଦେବ ରଣବୀର୍ ର ପ୍ରକୃତ ପରିଚୟ ?
Share