କନିକା ତାରିଣୀ ସାମ୍ନାରେ ତାରାର ରହସ୍ୟ କହିପାରେନି...ତରୁଣ office ଯିବା କଥା ଶୁଣି ପୁରା ପରିବାର ଖୁସି ହେଇଯାନ୍ତି..ଏବଂ ଏଥିପାଇଁ ତାରାକୁ ସମସ୍ତେ ପ୍ରସଂଶା କରନ୍ତି..ହେଲେ ଏ ସବୁ ଦେଖି ମୋହିନୀ ରାଗିଯାଏ...କଣ ତାରା ପାଇଁ ପଟ୍ଟନାୟକ ପରିବାରରେ କିଛି ପରିବର୍ତ୍ତନ ଆସିବ ?