ତାରିଣୀ ଓ ତୁଶାର ଯୋଜନା କରନ୍ତି ରୂପସୀ ଓ ପ୍ରତାପ ମନରେ ଥିବା ଭୁଲ ଧାରଣାକୁ ଦୂର କରିବାକୁ ଆଉ ସେମାନଙ୍କ ନାଟକରେ ସବୁକିଛି ଠିକ୍ ହେଇଯାଏ.. ପରେ ଯୋଗେଶ ଚାହେଁ ରଣବୀର୍ ନାଁରେ ସମ୍ପତ୍ତି କରିବା ପାଇଁ ହେଲେ ତାରିଣୀ ଏ କଥାକୁ ଅଟକାଏ.. ତୁଶାର ସମସ୍ତଙ୍କୁ କହେ ତ୍ରୀଶାର କେସ୍ Reopen ହେଇଯାଇଛି ଆଉ ବହୁତ ଜଲଦି ସେ ଜେଲ୍ ରେ ଥିବ.. ଏ କଥା ଶୁଣିକି ରଣବୀର୍ ବହୁତ ଡରିଯାଏ..